ପତିତପାବନ
ବର୍ତ୍ତମାନର ପତିତପାବନ ପ୍ରସ୍ତର ଖୋଦେଇ ଅଟନ୍ତି। ମୁକୁନ୍ଦ ଦେବ(2)ଙ୍କ ପୁତ୍ର ଦିବ୍ୟସିଂହ ଦେବ (1016-1027 ଖ୍ରୀଷ୍ଟାବ୍ଦ) ଙ୍କ ସମୟରେ ଘଟିଥିବା ଯୁଦ୍ଧର ବର୍ଣ୍ଣନା କରି ମାଦଳାପାଞି ଲେଖିଲେ - କାଠର ଜଗନ୍ନାଥଙ୍କୁ ମୁଗଲେ ନେଲେ। ଡେଣୁ, କପିଳେନ୍ଦ୍ର ବାବଙ୍କ ସମୟରେ ଯେତେବେଳେ ମେଘନାଦ ପାଚେରୀ ନିର୍ମିତ ହେଲା, ସିଂହଦ୍ୱାର ଗୁମୁଟ ଭିତରେ ମନ୍ଦିର ଭିଡରକୁ ଯାଇ ନ ପାରୁଥିବା ଅଣହିନ୍ଦୁଙ୍କ ନିମନ୍ତେ କାଷ୍ଠରେ ନିର୍ମିତ ତଥା ବର୍ତ୍ତମାନର ପ୍ରସ୍ତର ଖୋଦେଇ ପତିତପାବନ ଗୌଡେଶ୍ବର ବୀରକିଶୋର ଦେବଙ୍କ ପିତା ରାଜା ରାମଚନ୍ଦ୍ର ଦେବଙ୍କ ସମୟରେ ସ୍ଥାପନ କରାଯାଇ ଥିବା ଅନୁମେୟ। ଚାଲୁକ୍ୟବଂଶୀ ରାମଚନ୍ଦ୍ର ଦେବ-2 ଓଡିଶା ରାଜ୍ୟ ସଂଗ୍ରହାଳୟରେ ସୁରକ୍ଷିତ ଥିବା "ଶ୍ରାଦ୍ଧଦୀପ" ଡଥା ଲଳିତାପାଟପୁର ଶିଳାଲେଖ ମାଦଳାପାଞିରେ ଅନେକ ରାଜାଙ୍କ ସମୟକୁ ଗୋଟିଏ କାଳବନ୍ଧରେ ବାନ୍ଧି ଦେଇଥିବା ସୂଚିତ କରେ। ବୀରଶ୍ରୀ ଗୌଡେଶ୍ବର ବୀରକିଶୋର ଦେବ (12ଶ ଖ୍ରୀଷ୍ଟାବ୍ଦ) ଙ୍କ ପିତା ଥିଲେ ଚାଲୁକ୍ୟ ମୁକୁନ୍ଦ ଦେବଙ୍କ ପୁତ୍ର, ଯାହାଙ୍କୁ ଆକବରଙ୍କ ସେନାପତି ମାନସିଂହ ଭୋଇ ବଂଶ ରାମଚନ୍ଦ୍ର ଦେବଙ୍କୁ ଖୁର୍ଦ୍ଧା ସିଂହାସନ ଓ ମୁକୁନ୍ଦ ଦେବଙ୍କ ପୁତ୍ରଙ୍କୁ ଆଳି ରାଜ୍ୟ ଆବଣ୍ଟନ କରିଥିଲେ, ଙ୍କ ବଂଶଜ ଓ ମୁକୁନ୍ଦ ଦେବ (2)ଙ୍କ ନାତି ତଥା ହରେକୃଷ୍ଣ ଦେବଙ୍କ ପୁତ୍ର ଥିଲେ। ଲଳିତା ମହାଦେବୀ ତାଙ୍କ ରାଣୀ ଥିଲ...