ମହାପ୍ରଭୁ
ପରମପୁରୁଷ
(୧)
ମହାପ୍ରଭୁ ଶ୍ରୀଜଗନ୍ନାଥ ସ୍ବୟଂ ସନାତନତ୍ବର ପ୍ରତିଷ୍ଠାତା। ସେ ପରଂବ୍ରହ୍ମ ଅଟନ୍ତି। ଐତିହାସିକ, ପୌରାଣିକ ତଥା ବୈଦିକ ସାହିତ୍ୟରେ ଲିପିବଦ୍ଧ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ସନାତନତ୍ବ ଓଁକାର ରୂପୀ ସ୍ଥିର, ସ୍ଥବିର, ଅବିଚଳ, ବ୍ୟକ୍ତାବିଭୂତେ ଅବ୍ୟକ୍ତ, ନିରାକାରେ ଆକାର, କ୍ଷଣଭଙ୍ଗୁରେ ଅଭଙ୍ଗ, ଗତିଶୂନ୍ୟେ ତୀବ୍ରଶକ୍ତି, ଅକ୍ରିୟାଶୀଳେ ପ୍ରତିକ୍ରିୟା, ସର୍ବଦୃଷ୍ଟ୍ୱେ ଦାରୁଭୂତ ରୂପୀ ପରାମାତ୍ମା, ଶାଳଗ୍ରାମଙ୍କ ଠାରୁ ମଧ୍ୟ ଅଧିକ ସନାତନ, ମାର୍ତ୍ତଣ୍ଡ (ମୃତ ସୂର୍ଯ୍ୟ, ଅନ୍ଧକାର) ଙ୍କ ଅପର ପାର୍ଶ୍ୱରେ ଅମାର୍ତ୍ତଣ୍ଡ (ଆଲୋକ) ତଥା ତାଙ୍କ ନୟନଯୁଗଳ ଏକା ସମୟରେ ଆବର୍ତ୍ତିତ (Centripetal) ଓ ନିବର୍ତ୍ତିତ (Centrifugal) ବଳ ଅଟେ।
ପଣ୍ଡିତ ମାନେ କହନ୍ତି, ସମୟକ୍ରମେ ମନୁଷ୍ୟ ମନରେ ମୁହୁର୍ମୁହୁ ଉଠିଥିବା ସଂଶୟର ଦୂରୀକରଣ ନିମନ୍ତେ ଶ୍ରୁତି ସ୍ମୃତିର ଉଦଘୋଷଣା ଦ୍ଵାରା ସ୍ଥାପିତ ବିଶ୍ୱାସର ସମନ୍ୱିତ-ରାଗ ଜନିତ ଧର୍ମ ପାଳନ ଓ ପୂଜନ ପଦ୍ଧତି ହିଁ ଜଗନ୍ନାଥ ସଂସ୍କୃତି ଅଟେ। ତାଙ୍କ ପରଂବ୍ରହ୍ମ ତତ୍ତ୍ୱର ସଜ୍ଞାନ ଓ ସନ୍ଧାନ ଏକ ଶୀର୍ଷ ଆଧ୍ୟାତ୍ମିକ ଅନୁଭୂତି ବିଶ୍ୱାସ ଉପରେ ପର୍ଯ୍ୟବେଶିତ। ଯଦ୍ୟପି ତାହା ତଥାକଥିତ ବିଜ୍ଞାନସମ୍ମତ ଆଧାର ଶୂନ୍ୟ ଅଟେ, ତଥାପି ଆଧ୍ୟାତ୍ମିକି ବିଶ୍ଵାସର ସେହି ଶିଖରରେ ସେ ହିଁ ରହିଥାନ୍ତି ଯେଉଁଠି ସ୍ପର୍ଶ, ସୁଗନ୍ଧ, ଶ୍ରବଣ, ଦୃଷ୍ଟି, ଶବ୍ଦ, ଅନ୍ଧାର, ଆଲୁଅ ଠାରୁ ଉର୍ଦ୍ଧ୍ଵରେ କୌଣସି ତର୍କ, ଶାସ୍ତ୍ର, ଜ୍ଞାନ, ବିଜ୍ଞାନ କାମ କରିବା ବନ୍ଦ କରିଦିଏ; ସରଳ ବିଶ୍ୱାସ କାମ କରି ସର୍ବତ୍ର ଜଗନ୍ନାଥମୟ ହୋଇଯାଏ।
ସେ ଅତୀତରେ ବିଦ୍ୟମାନ ଥିବା ଓ ଭବିଷ୍ୟତରେ ହେବାକୁ ଥିବା ଏହି ସମସ୍ତ ସୃଷ୍ଟିର ସାର, ଲିଙ୍ଗ ଭେଦରୁ ଉର୍ଦ୍ଧ୍ବରେ ପରମପୁରୁଷ (ଅକ୍ଷର ପୁରୁଷ) ଅଟନ୍ତି, ଯାହାଙ୍କ ସନ୍ଦର୍ଭରେ ସନାତନ ଧର୍ମର ସର୍ବ ପ୍ରାଚୀନ ଗ୍ରନ୍ଥ ଋଗବେଦ କହୁଛନ୍ତି -
ପୁରୁଷ ଏବେଦଂ ସର୍ବଂ ୟଦ୍ଭୂତଂ ଯାଂଚ ଭବ୍ୟମ୍।
ଉତାମୃତତ୍ବସ୍ୟେଶାନୋ ୟଦନ୍ନେନାତିରୋହତି।।
(ଋଗ ବେଦ - ପୁରୁଷସୁକ୍ତ ୧୦.୯.୨)
ସୃଷ୍ଟିର ପ୍ରତ୍ୟେକ ପଦାର୍ଥ ସୂକ୍ଷ୍ମତନ୍ତୁ ପରମାତ୍ମା (ଅକ୍ଷର ପୁରୁଷ) ଙ୍କ ଦ୍ୱାରା ବୁଣା ଯାଇଛି ଯାହାଙ୍କର ଖାଦ୍ୟ (ସମର୍ପିତେ ଉଦରସ୍ଥ କରିଥିବା ଅମରତ୍ୱର ସାର) ହୋଇ ଜଣେ ଏହି ସମ୍ପୂର୍ଣ୍ଣ ବିଶ୍ୱଜଗତକୁ ଅତିକ୍ରମ କରି ଅମର ହୋଇଥାଏ।
ପୁରୁଷ ତତ୍ତ୍ବକୁ ଅନୁଭବ କରି ଶ୍ରୀ ଚୈତନ୍ୟ ଦେବ ସ୍ବୟଂକୁ ତାଙ୍କ ସମ୍ମୁଖରେ ରାଧାରାଣୀ, କୃଷ୍ଣଙ୍କ ପ୍ରିୟ ସଖୀ, ରୂପେ ଉପସ୍ଥାପିତ କରୁଥିଲେ। (17-7-26)
(୨)
ଅଜନ୍ମା ମହାପ୍ରଭୁଙ୍କ ନବ କଳେବର
ପରମ ପୁରୁଷ ଅଜନ୍ମା ଅଟନ୍ତି। ଅଥଚ ପ୍ରତି 19 ବର୍ଷ ପରେ ଆଷାଢ ଅଧିକ ମାସ ସମୟରେ ତାଙ୍କର ନବ କଳେବର ହୁଏ। ତାଙ୍କ ପୁରୁଣା କଳେବରକୁ ମନ୍ଦିର ମଧ୍ୟସ୍ଥ କଇଲି ବୈକୁଣ୍ଠରେ ସମାଧିସ୍ଥ କରାଯାଏ।
ଏହା ସୣଷ୍ଟି ତତ୍ତ୍ବ ଅଟେ ଯାହାକୁ 5 ଖଣ୍ଡ ଭୂଜପତ୍ର ରେ ଦର୍ପଣ ଲିପିରେ ଲିପିବଦ୍ଧ ଜଗତଜନନୀ ମା ବିରିଜାଇ ଓ ମହାପ୍ରଭୁଙ୍କ ସମ୍ବନ୍ଧୀୟ କିମ୍ବଦନ୍ତୀକୁ ବାଣପୁର ନିକଟସ୍ଥ ନୀଳାଦ୍ରୀ ପ୍ରସାଦ ଗ୍ରାମ {ବଙ୍କଡାଗଡ, ଶୈଳଦେ। ଭବପ୍ରାକ୍ତନଙ୍କ ସମୟରେ କଙ୍ଗେ। ଦ ରାଜ୍ୟର ରାଜଧାନୀ) ସନ୍ନିକଟ ଝିରିପାଦ ଗ୍ରାମରେ ଅବସ୍ଥିତ ମା ବିରିଜାଇ ମନ୍ଦିରର ପୂଜକ ଆଦୂନୀ ଜାନୀ ଙ୍କ ଦ୍ବାରା ସଦାଶିବ ରଥଶର୍ମାଙ୍କୁ ଦେଇଥିବା ବିବରଣୀ ମାଧ୍ୟମରେ ସ୍ପଷ୍ଟ ରୂପେ ଜାଣି ହେବ।
"ଯେତେବେଳେ ସମ୍ପୂର୍ଣ୍ଣ ଜଗତ ମହାପ୍ରଳୟ ଜଳରେ ବୁଡିଯାଏ, କେବଳ ମହାପ୍ରଭୁ ଓ ବିରିଜାଈ ଠାକୁରାଣୀ କେବଳ ପୣଥ୍ବୀପୣଷ୍ଠରେ ଥାଆନ୍ତି। ଜାନୀଙ୍କର ପୂଜନରେ ସନ୍ତୁଷ୍ଟ ହେ। ଇ ଦେବୀ ବିରିଜାଈ 5ଟି ସନ୍ତାନକୁ ଜନ୍ମ ଦିଅନ୍ତି। ସେମାନେ ହେଲେ ଶବର, ଘୗର, ସାନ୍ତାଳ, କିରାତେ। ଓ ଜାନୀ। ମହାପ୍ରଭଙଜଳଙ୍କୁ ସନ୍ତୁଷ୍ଟ କରିବା ନିମନ୍ତେ ଜାନୀ ବର୍ଷା ଓ ଅଗ୍ନି ମଧ୍ୟରେ 12 ବର୍ଷ ତପସ୍ୟା କରନ୍ତି। ତାଙ୍କ ପ୍ରାର୍ଥନାରେ ସନ୍ତୁଷ୍ଟ ହେ। ଇ ମହାପ୍ରଭୁ ଗେ। ଟିଏ ନିମ୍ବ -ଅରଣ୍ୟ ବୣକ୍ଷରେ ଆବିର୍ଭାବ ହୁଅନ୍ତି। ଜାନୀ ବୣକ୍ଷ ଉପାସନା ଆରମ୍ଭ କରନ୍ତି। ଜାନୀଙ୍କ ମୣତ୍ୟୁ ପରେ ମହାପ୍ରଭୁ ମଧ୍ୟ ତାଙ୍କ ଶରୀର ତ୍ୟାଗ କରି ଦିଅନ୍ତି। ମା ବିରିଜାଈଙ୍କ କୣପାରୁ ପୁଣି ଥରେ ତାଙ୍କୁ ଲୁଗା ଓ ବଳି ଦେଲେ ସେ ନିମ୍ବ ବୣକ୍ଷରେ ପୁନର୍ଆବିଭୂତ ହୁଅନ୍ତି। ମହାପ୍ରଭୁ ଓ ଜାନୀ ପରସ୍ପରକୁ ଜନ୍ମ ଦିଅନ୍ତି। ଧୀରେ ଧୀରେ ଜାନୀ ମାନେ ବ୍ରାହ୍ମଣ ମାନଙ୍କ କାର୍ଯ୍ୟଶୈଳୀ ଆପଣେଇ ନେଲେ। (ସୗଜନ୍ୟ - ନବ କଳେବର - ଶବର ଆଦର୍ଶ, ଓଡିଆ ଉତ୍କଳ ପ୍ରସଙ୍ଗ, Vol-XXV, July 1969)
ଏହି ସାକ୍ଷାତକାର ର ଶେଷ ଧାଡି "ମହାପ୍ରଭୁ ଓ ଜାନୀ ପରସ୍ପରକୁ ଜନ୍ମ ଦିଅନ୍ତି।" ମହତ୍ତ୍ବପୂର୍ଣ୍ଣ ଅଟେ। ଏହା ସ୍ପଷ୍ଟ ରୂପେ ଜାନୀ ମାନଙ୍କ ବଂଶଜ ଦଇତାପତି ସେବକ ମାନଙ୍କ ଦ୍ବାରା ମହାପ୍ରଭୁ ଙ୍କ ନବ କଳେବର ଓ ଭାଗବତରେ ଲିପିବଦ୍ଧ ମହାପ୍ରଳୟ ପରେ ମହାପ୍ରଭୁଙ୍କ ବରଦାନ ଦ୍ବାରା ବଟପତ୍ରରେ ଶାୟିତ ଭାସମାନ ନୂତନ ଶିଶୁ ଦିଗେ ଦର୍ଶାଉଛି।
ପତି ଓ ଦଇତା ସେବକ ମାନଙ୍କ ଦ୍ବାରା ଅନ୍ଧାରୁଆ ପ୍ରକେ। ଷ୍ଠରେ ହେଉଥିବା ଏହି ନବ କଳେବର ଐତିହାସିକ ସମ୍ପନ୍ନ ଅଟେ ଯାହା ମାଦଳାପାଞିରେ 2 ଥର ଉଲ୍ଲେଖ କରା ଯାଇଛି। ପ୍ରଥମରେ ଯଜାତି କେଶରୀଙ୍କ 13 ଅଙ୍କରେ ଏବଂ ଦ୍ବିତୀୟଟି ରାମଚନ୍ଦ୍ର ଦେବଙ୍କ 11 ଅଙ୍କରେ ତାଟି (ଅନ୍ଧାରୁଆ ପ୍ରକେ। ଷ୍ଠ) ମଧ୍ୟରେ ବ୍ରହ୍ମ ପଦାର୍ଥ ବଦଳା ଯାଇଥିବା ଉଲ୍ଲେଖ ରହିଛି।
ବ୍ରହ୍ମ ପଦାର୍ଥ କଣ, ତାଙ୍କୁ ଦାରୁବ୍ରହ୍ମ କାହିଁକି କହନ୍ତି, ତା ବିଷୟରେ ବିସ୍ତୃତ ରୂପେ ଆଗକୁ ଲେଖିବି…
ସ୍ପଷ୍ଟ ରୂପେ ମହାପ୍ରଭୁ ପରଂବ୍ରହ୍ମ ଅଟନ୍ତି। ସମସ୍ତଙ୍କ ମଧ୍ୟରେ ଥିବା ପ୍ରାଣଶକ୍ତି ରୂପକ ସୂକ୍ଷ୍ମାତ୍ମା। ତାଙ୍କ ଭିତରେ ବିଶ୍ୱ ବ୍ରହ୍ମାଣ୍ଡ ବିରାଜିତ।ସେ ହିଁ ସ୍ରଷ୍ଟା, ପାଳକ ଓ ସଂହାରକ ଅଟନ୍ତି।
ହରିବଂଶକୁ ଉଦ୍ଧୃତ କରି ଶ୍ରୀ ବେଦ ବୀର ଆର୍ଯ୍ୟ, ତାଙ୍କ ପୁସ୍ତକ ଶୃଙ୍ଖଳା The Chronology of India ରେ ଭାରତୀୟ ଇତିହାସରେ ୨ ଜଣ କୃଷ୍ଣଙ୍କ ଆବିର୍ଭାବ ହୋଇଥିବା ଦର୍ଶାଇ ତାଙ୍କୁ ପ୍ରାଚୀନ କୃଷ୍ଣ (ବଟ କୃଷ୍ଣ) ରୂପେ ଚିହ୍ନଟ କରିଛନ୍ତି। ସେ ଋଗବେଦ ପରବର୍ତ୍ତୀ ସମୟ ଖ୍ରୀଷ୍ଟପୂର୍ବ 11153 ମସିହାରେ ଜନ୍ମ ହୋଇଥିବା ଋଷି ଘୋର ଅଙ୍ଗୀରସ ଶିଷ୍ୟ ବୃଷ୍ଣି ବଂଶୀୟ ଦେବକୀ ଓ ବସୁଦେବଙ୍କ ପୁତ୍ର ବାସୁଦେବ କୃଷ୍ଣ ଅଟନ୍ତି। ସେ ପୁତନା ଆଦି ରାକ୍ଷସ ମାନଙ୍କ ସହ ତାଙ୍କ ମାତୁଳ କଂସର ବଧ କରିଥିଲେ। ଜୈମିନୀୟ ଅଶ୍ବମେଧ ଅନୁସାରେ ସେ ଲେଖୁଛନ୍ତି ଯେ ମଧ୍ୟଦେଶର ସୂର୍ଯ୍ୟବଂଶୀ ରାଜା ଯୌବନଶ୍ଟ ମାନ୍ଧାତା ବାସୁଦେବ କୃଷ୍ଣଙ୍କ ବୟସାଧିକ ମିତ୍ର ତଥା ଫାଲଗୁନୀ ଅର୍ଜୁନ ପରମ ମିତ୍ର ଥିଲେ। ନରକାସୁର ବଧ କରି 16000 ବନ୍ଦୀ ନାରୀଙ୍କର ଉଦ୍ଧାର କରିଥିଲେ। ତାଙ୍କର ଜାମ୍ବବତୀ, ସତ୍ୟଭାମା, ରୁକ୍ମିଣୀ ଆଦି ଅଷ୍ଟ ପାଟରାଣୀ ଥିଲେ। ଶାମ୍ବ, ପ୍ରଦ୍ୟୁମ୍ନ, ଦ୍ରାବିଡ ଆଦି ତାଙ୍କ ପୁତ୍ର ଥିଲେ। ସେ ଅନୁଗୀତା ରଚନା କରିଥିଲେ।
ଭାଗବତ ମହାପୁରାଣ, 10ମ ସ୍କନ୍ଧ ପୂର୍ବାର୍ଦ୍ଧ, 27 ଶ୍ଲୋକ ଠାରୁ ଆରମ୍ଭ କରି ଲେଖୁଛନ୍ତି ଯେ ଯଦୁବଂଶୀୟ ଶୂରସେନ ମଥୁରାମଣ୍ଡଳ ଓ ଶୂରସେନମଣ୍ଡଳ ଶାସନ କରୁଥିଲେ। ତାଙ୍କର ଉଗ୍ରସେନ ଓ ଦେବକ ନାମରେ 2 ପୁତ୍ର ଥିଲେ। କଂସ ଉଗ୍ରସେନ ଙ୍କ ପୁତ୍ର ତଥା ଦେବକୀ ଦେବକଙ୍କ ପୁତ୍ରୀ ଥିଲେ। କଂସ ମଥୁରାର ଶାସକ ଥିଲା ବେଳେ ବୃଷ୍ଣି ବଂଶୀୟ ବସୁଦେବ ସହ ଦେବକୀଙ୍କ ବିବାହ ଅନୁଷ୍ଠିତ ହେଲା। ବାସୁଦେବ କୃଷ୍ଣ ତାଙ୍କ ପୁତ୍ର ଥିଲେ।
ଏହା ଠାରୁ ଅଳ୍ପ ବ୍ୟତିକ୍ରମ ପୂର୍ବକ ଅତିବଡି ଜଗନ୍ନାଥ ଦାସ ଓଡିଆ ଭାଗବତ ରେ ଲେଖିଲେ ଯେ ମଥୁରା ଭୋଜ ବଂଶୀ ଶୂରସେନଙ୍କର ରାଜଧାନୀ ଥିଲା। ସେ ମଧୁପୁର ବିଜୟ କରି ସେଠାରେ ରାଜଧାନା ସ୍ଥାପନ କଲେ। ଦେବକୀଙ୍କ ବିବାହ ମଧୁପୁରରେ ହୋଇଥିଲା।
ଭୋଜବଂଶରେ ଉତ୍ପନ୍ନ। ପ୍ରତାପୀ ରାଜା ଶୁରସେନ ॥୩;
ପୂର୍ବେ ମଥୁରା ପୁରେ ଥିଲା। ଅନେକ ନୃପତି ଜିଣିଲା ॥୪;
ତେଣୁ କଟକ ମଧୁ ପୁରୀ। ଯହିଁ ବିଜୟ ନରହରି ॥୫;
ସେ ରାଜା ଗୋବିନ୍ଦ ଭକତ। ତାହାର ଉଗ୍ରସେନ୍ ସୁତ ॥୬;
ଦେବକ ନାମେ ତା'ର ଭ୍ରାତ। ଦେବକୀ ତାହାର ଦୁହିତ ॥୭;
ରୂପେ କମଳା ନୋହେ ସରି। ସେ କନ୍ୟା ବସୁଦେବ ବରି ॥୮;
ମାୟା ଭିଆଣ ପଦ୍ମନାଭ। କରନ୍ତି ବିବାହ ଉ›ବ ॥୯;
ବିଭା କରାଇ କନ୍ୟାବର। ଯାବତ ମଙ୍ଗଳ ବେଭାର ॥୧୦ (Odia Bhagavata, 10thSkanda, Gopaleela, 2nd Chapter).
ଭାଗବଡ ମହାପୁରାଣ ଶୂରସେନଙ୍କୁ ଯଦୁବଂଶୀଯ ଲେଖିଲା ବେଳେ, ଓଡିଆ ଭାଗବତ ତାଙ୍ଗୁ ଭୋଜଙ୍କ ପୂର୍ବ ବଂଶଜ ବଦଳରେ ଭୋଜ ବଂଶଜ ଲେଖୁଛନ୍ତି। ଯେହେତୁ ଭୋଜ, ବିତିହୋତ୍ରଙ୍କ ପୁତ୍ର ଓ ଯଦୁ-2ଙ୍କ ବଂଶଜ ତାଳଜଂଘ (11100-11070 BCE) ଙ୍କ ନାତି ଥିଲେ, ଐତରୀୟ ବ୍ରାହ୍ମଣଙ୍କୁ ଉଦ୍ଧୃତ କରି ଶ୍ରୀ ଆର୍ଯ୍ୟ ଲେଖୁଛନ୍ତି ଯେ କଂସର ପିତା ଉଗ୍ରସେନ ଓ ଦେବକୀଙ୍କ ପିତା ଦେବକଙ୍କ ପିତା ଆହୂକ ଥିଲେ। ଶୂରସେନ ଓ ତାଙ୍କ ପୁତ୍ର ଉଗ୍ରସେନ ଯିଏ ମଥୁରାମଣ୍ଡଳ ଶାସନ କରୁଥିଲେ, ସେ ପରବର୍ତ୍ତୀ ସମୟର ରାଜା ଥିଲେ। ( The Chronology of India: From Manu to Mahabharata, ପୃଷ୍ଠା 380)
ଭାଗବତ ମହାପୁରାଣ ମଧୁପୁର ବିଷୟରେ ଲେଖି ନାହାଁନ୍ତି। ଦେବକୀଙ୍କ ବିବାହ ମଧୁପୁର ରେ ହେବା ଓଡିଆ ଭାଗବତ ଲେଖୁଛନ୍ତି। ଏହା ଏଥିପାଇଁ ହୋଇଥାଇ ପାରେ ଯେ, ଦେବକୀଙ୍କ ସହ ବସୁଦେବଙ୍କ ବିବାହ ବର୍ଣ୍ଣନା ମଧୁପୁର ଠାରେ କରା ଯାଇଥିବା ବର୍ଣ୍ଣନାରୁ ସ୍ବ-ନିଷ୍କର୍ଷ ଅନୁସାରେ ଲେଖିଲେ,
"ଭୋଜବଂଶରେ ଉତ୍ପନ୍ନ। ପ୍ରତାପୀ ରାଜା ଶୁରସେନ ॥୩;

ତେଣୁ କଟକ ମଧୁପୁରୀ। ଯହିଁ ବିଜୟ ନରହରି ॥୫;"
ଆହୂକ, ଉଗ୍ରସେନ, ଦେବକ, କଂସ ଓ ଦେବକୀ ସମସ୍ତେ ଯଦୁ ବଂଶଜ ଓ ମଧୁପୁର ସେମାନଙ୍କ ରାଜ୍ୟ ଥିଲା। ଦେବକୀଙ୍କ ବିବାହ ବୃଷ୍ଣି ବଂଶୀୟ ବସୁଦେବଙ୍କ ସହ ହୋଇଥିଲା। ସେ ସମୟରେ ଶୂନ୍ୟବାଣୀ ହେଲା, ଦେବକୀଙ୍କ ଅଷ୍ଟମ ଗର୍ଭ କଂସର କାଳ ହେବ। ଏହା ଶୁଣି କ୍ରୋଧିତ ଯଦୁ ବଂଶୀୟ କଂସ ଭଉଣୀ ଦେବକୀ ଓ ବଷ୍ଣି ବଂଶୀୟ ଭିଣୋଇ ବସୁଦେବଙ୍କୁ ମଧୁପୁର ବନ୍ଦିଶାଳାରେ ରଖିଲା। ସେଠାରେ ଦେବକୀଙ୍କ ଅଷ୍ଟମ ଗର୍ଭରେ ବାସୁଦେବ କୃଷ୍ଣ ଜନ୍ମ ହେଲେ। ତାଙ୍କ ମାଆଙ୍କ ଭୁଲ ପରିଚୟ ଦେଲେ ମଧ୍ୟ "ତେଣୁ କଟକ ମଧୁପୁରୀ। ଯହିଁ ବିଜୟ ନରହରି॥୫;" ପଦ ସୃଷ୍ଟି କରି ମହାନାରାୟଣୀୟ ଉପନିଷଦରେ ଉଲ୍ଲେଖ ପଦ "ବିଷ୍ଣୁ ଓ ନାରାୟଣ ରୂପେ ବାସୁଦେବ ପୂଜା ପାଇଲେ" ପଠନ ପୂର୍ବକ ଅତିବଡି ଜଗନ୍ନାଥ ଦାସ ତାଙ୍କ ବିଜ୍ଞତାର ସୂଚନା ଦେଇଛନ୍ତି। ଋଷି ନାରାୟଣଙ୍କୁ ବିଷ୍ଣୁଙ୍କ ନରହରି ବା ନୃସିଂହ ଅବତାର ରୂପେ ପଣ୍ଡିତମାନେ ମାନି ଥାଆନ୍ତି।

(୩)
ବ୍ରହ୍ମଦାରୁ
ସେ ଆତ୍ମରୂପୀ ଜଡ, ଜୀବ, ଅଣୁ, ପରମାଣୁ, ନିୟୁଟ୍ରନ, ପ୍ରେ। ଟନ ଓ ଇଲେକଟ୍ରେ। ନ, ଯାହା ପରେ ବୈଜ୍ଞାନିକ ମାନେ ସୁଇଜରଲାଣ୍ଡର ଏକ ଭୂମିତଳ ଟନେଲ ମଧ୍ୟରେ ଗବେଷଣା ବେଳେ ଚିତ୍କାର କଲେ ଯେ ଆମେ ଈଶ୍ବର -ତତ୍ତ୍ବର ସନ୍ଧାନ ପାଇ ଯାଇଛୁ; କିନ୍ତୁ ତା ପରେ ସେମାନେ ହୣଦୟଙ୍ଗମ କଲେ ଯେ ଯେଉଁ ତତ୍ତ୍ୱ ର ସନ୍ଧାନ ସେମାନେ ପାଇଛନ୍ତି, ତାକୁ ବି ଅନ୍ୟ ଏକ ଶକ୍ତି ନିୟନ୍ତ୍ରିତ କରୁଛି; ସେଠାରେ ଈଶ୍ବର ତତ୍ତ୍ୱ ଅନୁସନ୍ଧାନ ର ପୂର୍ଣ୍ଣଛେଦ ପଡିଥିଲା, ସେ ସମସ୍ତଙ୍କ ମଧ୍ୟରେ ବିରାଜିତ ପରମାତ୍ମା ଅଟନ୍ତି।
ସୣଷ୍ଟି ଚକ୍ରକୁ ବୁଝାଇବାକୁ ଯାଇ ସ୍ବାମୀ ବିବେକାନନ୍ଦ କହନ୍ତି - ପ୍ରକୃତି ସହ ବ୍ରହ୍ମାଣ୍ଡ ଓ ଆତ୍ମନର ଅଭିବୃଦ୍ଧି ଏକ ଶ୍ରେଷ୍ଠ ଶସ୍ୟବୀଜ ଭଳି ହୋଇଥାଏ ଯେଉଁଥିରୁ ଆୟ ହିଁ ଆୟ ହୋଇଥାଏ ତଥା ଏକ ନିର୍ଦ୍ଦିଷ୍ଟ ସମୟ ପାଇଁ ଉପସ୍ଥିତ ରହିଥାନ୍ତି ଏବଂ ପୁଣି ମୂଳ ଶ୍ରେଷ୍ଠ ଅବସ୍ଥା (ବ୍ୟାପକ ପରିସର) କୁ ଫେରି ଯାଇଥାନ୍ତି।
ଏଠାରେ ଉପସ୍ଥାପନା କରିବା ଆବଶ୍ୟକ ଏଥିପାଇଁ ହେଲା ଯେ, ମୂର୍ତ୍ତି -ପୂଜାରେ ଓତେ। ପ୍ରେ।ତ ରୂପେ ଜଡିତ ଭାରତ ବର୍ଷର ଦୣଢନିଷ୍ଠ ସନାତନୀ ମାନେ କେବଳ ଦ୍ବିଭୂଜ ଚତୁର୍ଭୂଜ ମୂର୍ତ୍ତିର ପୂଜକ ନାହଁ।ନ୍ତି, ବରଂ ସୣଷ୍ଟି ତତ୍ତ୍ୱ କୁ ପରେ। କ୍ଷ ରୂପେ ଦର୍ଶାଇ ଥିବା ଯେ। ନି, ଲିଙ୍ଗ ଓ ଶୂନ୍ୟ ପୂଜାର ପ୍ରଖର ଅନୁଧାବକ ଅଟନ୍ତି।
ମହାପ୍ରଭୁଙ୍କ ଦାରୁବ୍ରହ୍ମ ସ୍ବରୂପର ପୂଜନ ମଧ୍ୟ ସନାତନ ପୂଜନ ପଦ୍ଧତିର ଅନେକ ସ୍ତର ଓ ସମୟ ଆତ୍ମପ୍ରକାଶ କରିଥିଲା ଯାହା ଶାକଲ୍ୟ ଦ୍ବୀପର ସେ। ମବଂଶୀ ଇନ୍ଦ୍ରଦ୍ୟୁମ୍ନଙ୍କ ଦୂତ ବ୍ରାହ୍ମଣ ବସୁକରଙ୍କ ଦୣଷ୍ଟିଭୂତ ହେବା ପର୍ଯ୍ୟନ୍ତ ଜରା ଶବରଙ୍କ ପରିବାର ଦ୍ବାରା 65 ବର୍ଷ କାଳ ପୂଜା କରା ଯାଇଥିଲ।।
ଶାରଳା ମହାଭାରତ, ନୀଳଶୈଳର ପୂର୍ବ ଉପାଖ୍ୟାନ, ଅନୁସାରେ ତାହା ଜରା ଶବରଙ୍କ ତୀରରେ ମୣତ୍ୟୁ ବରଣ କରିଥିବା ବାସୁଦେବ କୣଷୣଙ୍କର ଅର୍ଦ୍ଧଦଗ୍ଧ ହୣତପିଣ୍ଡ ଥିଲା। ହରିଣୀର କର୍ଣ୍ଣ ମଣି ତୀର ମାରିଲା ପରେ ଜରା ଶବର ଯେତେବେଳେ ଦେଖିଲେ ଯେ ସେ ଜଣେ ଦେବ ପୁରୁଷଙ୍କ ହତ୍ୟା କରି ଦେଇଛନ୍ତି, ହାତ ଯେ। ଡି ପ୍ରାର୍ଥନା କଲେ। ତାଙ୍କୁ ସାନ୍ତ୍ୱନା ଦେଇ ଦେବକୀପୁତ୍ର ବାସୁଦେବ କହିଲେ ତାଙ୍କ ବନ୍ଧୁ ଫାଲଗୁନି ଅର୍ଜୁନ ଙ୍କୁ ଡାକି ଆଣି ତାଙ୍କର ଶେଷ ସଂସ୍କାର କରିବାକୁ ପରାମର୍ଶ ଦେଇ ଦେହ ତ୍ୟାଗ କରି ଦେଲେ।
ଜରା ଶବର ଓ ଫାଲଗୁନି ଅର୍ଜୁନ ତାଙ୍କର ଶେଷ ସଂସ୍କାର ଚନ୍ଦନ ଓ ଅଗରୁ କାଠରେ କଲେ। ପୁରା ଶରୀର ଭସ୍ମୀଭୂତ ହେ। ଇଗଲା, କେବଳ ହୣତପିଣ୍ଡକୁ ଛାଡି। ତାକୁ ମହେ। ଦଧୀରେ ବିସର୍ଜିତ ପୂର୍ବକ ଯେ ଯାହା ଘରକୁ ଗଲେ୍। ସେହି ହୣତପିଣ୍ଡ ବିସର୍ଜିତ ନ ହୋଇ ବାରମ୍ବାର କୂଳରେ ଆସି ଭାସିଲା। ତାକୁ ଈଶ୍ବରୀୟ ନିର୍ଦ୍ଦେଶ ମନେ କରି ଜରା ଶବର ସେହି ପିଣ୍ଡକୁ ତାଙ୍ଗ ଘରକୁ ନେଇ ପୂଜା କଲେ।
ଶାରଳା ମହାଭାରତ ଗଜପତି କପିଳେନ୍ଦ୍ର ଦେବ (୭୬୫-୮୦୫ ଖ୍ରୀଷ୍ଟାବ୍ଦ) ଙ୍କ ସମୟରେ ଲେଖା ଯାଇଥିଲା। ଏହାର ଅନେକ ସହସ୍ର ବର୍ଷ ପୂର୍ବରୁ ସୂର୍ଯ୍ୟ ଓ ଶୂନ୍ୟ ଉପାସନରେ ଜଡିତ ଶବର (ସୌର) ମାନଙ୍କ ଦ୍ବାରା ଆରମ୍ଭ ହୋଇଥିବା ପ୍ରଥମ ଜଡ ପଦାର୍ଥକୁ ବ୍ରହ୍ମ-ଦାରୁ ରୂପେ ଘୋଷଣା କରି ମହୋଦଧୀରେ ଭାସୁଥିବା ରୂପେ ଋଗ ବୈଦିକ ଋଷି ଶ୍ରୀମ୍ବିତ ଭାରଦ୍ବାଜ ବର୍ଣ୍ଣନା କରିଥିଲେ (अ॒दो यद्दारु॒ प्लव॑ते॒ सिन्धो॑: पा॒रे अ॑पूरु॒षम् । तदा र॑भस्व दुर्हणो॒ तेन॑ गच्छ परस्त॒रम् ॥ अदो यद्दारु प्लवते सिन्धोः पारे अपूरुषम् । तदा रभस्व दुर्हणो तेन गच्छ परस्तरम् ॥ Rig Veda 10.155.3)
ସଂସ୍କୃତ ଶବ୍ଦ ଦାରୁକୁ ସାୟନାଚାର୍ଯ୍ୟ (୬୭୦-୭୬୦ ଖ୍ରୀଷ୍ଟାବ୍ଦ) ତାଙ୍କ ଋଗବେଦ ଭାଷ୍ୟରେ ସମସ୍ତ ସୃଷ୍ଟିର ରଚୟିତା ପୁରୁଷୋତ୍ତମ ଭଗବାନଙ୍କ ଶରୀର ରୂପେ ଚିହ୍ନଟ କରିଛନ୍ତି।
ଏଥିରୁ ଏହା ସ୍ପଷ୍ଟ ହୁଏ ଯେ ଶାରଳା ମହାଭାରତ ରେ ଲିଖିତ ଗୋଟିଏ ଗୋଟିଏ ଶବ୍ଦ ବେଦ ଆଧାରିତ ଅଟେ। ଜରା ଶବର, ଫାଲଗୁନି ଅର୍ଜୁନ, ବାସୁଦେବ କୃଷ୍ଣ, ସମସ୍ତେ ଋଗବେଦ କାଳୀନ ଥିଲେ।
ଦେବକୀ ପୁତ୍ର. ବାସୁଦେବ କୃଷ୍ଣଙ୍କ ନିଧନ ଜରା ଶବରଙ୍କ ବାଣରେ ମଧୁପୁର (ପୁରୀ) ହୋଇଥିଲ।। ତାଙ୍କ ଅର୍ଦ୍ଧ ଦଗ୍ଧ ହୃତପିଣ୍ତ ର ପୂଜନ ମାଧ୍ୟମରେ ବ୍ରହ୍ମ ରୂପେପ୍ରଥମ ଜୀବନ-ହୀନ ପଦାର୍ଥର ପୂଜା ଜରା ଶବର ଆରମ୍ଭ କରିଥିଲେ।
(4) ଦେବକୀ ପୁତ୍ର. ବାସୁଦେବ କୃଷ୍ଣ

Comments
Post a Comment